ରିଷିର ମୃତ୍ୟୁ ଘଟଣାରେ ପ୍ରଭାବଶାଳୀ ଲୋକଙ୍କ ସଂଶ୍ଲିଷ୍ଟ ଅଭିଯୋଗ ଆସିଛି, ଠିକ୍‌ ଅନୁସନ୍ଧାନ ନ ହେଲେ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ତୁଟିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ