ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଳଚେର, ପାଲଲହଡ଼ା ଗସ୍ତ; ଗସ୍ତ ପୂର୍ବରୁ ବିଜେପି ନେତା ତଥା ପୂର୍ବତନ ସାଂସଦ ରୁଦ୍ର ପାଣିଙ୍କୁ ଅଟକ ରଖିଲା ଖମାର ପୋଲିସ୍