କଟକ: ନରସିଂହପୁରର ପୂର୍ବତନ ଆଇଆଇସି ହରମୋହନ ନାୟକଙ୍କୁ ନିଲମ୍ବନ କଲେ ଡିଜିପି କେ.ବି ସିଂହ, ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ହରମୋହନ