କାମାକ୍ଷାନଗର: ଦଦରା ଘାଟି ଫରେଷ୍ଟରଙ୍କ ନିକଟରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମହାବିରୋଡ଼ ରେଞ୍ଜର ଚିତ୍ତରଞ୍ଜନ ବେଉରା ଭିଜିଲାନ୍ସ ହାତରେ ଧରାପଡ଼ିଲେ