କେନ୍ଦ୍ରାପଡ଼ା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଗଡା ସମବାୟ ସମିତି ସମ୍ପାଦକ କାଳନ୍ଦୀ ବିଶ୍ୱାଳଙ୍କ ଅଫିସ, ଘର ଓ ଶ୍ୱଶୁର ଘରେ ଭିଜିଲାନ୍ସ ଚଢାଉ