ମାଲକାନଗିରି: ଏମ୍‌ଭି-୧୩ରେ ପତ୍ନୀଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ିବା ଅଭିଯୋଗ, ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲେ ସ୍ଥାନୀୟ ଲୋକେ