ଭୁବନେଶ୍ୱର: ସିଲିକନ୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍ ଚିଟ୍‌ଫଣ୍ଡ୍‌ ସଂସ୍ଥାର ୩ ନିର୍ଦ୍ଦେଶକଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସିବିଆଇର ଆବେଦନ