୨୦୧୪ ବ୍ୟାଚ୍ ଆଇଏଏସ୍‌ଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି: ସିଦ୍ଧାର୍ଥ ଶଙ୍କର ସ୍ୱାଇଁ- ବ୍ରହ୍ମପୁର, ସ୍ୱାଧା ଦେବ-ବଣାଇ, ଚଞ୍ଚଳ ରଣା-କୁଚିଣ୍ଡା ସି.ଏସ୍ ରାଠୋର-ଜୟପୁର, ୱାଇ. ବିଜୟ-ଧର୍ମଗଡ଼, ଶଶାଙ୍କାଲା-ବାଲିଗୁଡ଼ା