ତେଲେଙ୍ଗାନାର ମେଦକ ଜିଲ୍ଲା ଇଦୁପାୟାଲ ଅଞ୍ଚଳକୁ ଚେକ୍‌ଡ୍ୟାମ୍‌ ନିର୍ମାଣ କରିବାକୁ ଯାଇଥିବା ୨୩ ଓଡ଼ିଆ ଶ୍ରମିକ ଗତ ଶୁକ୍ରବାରଠାରୁ ବନ୍ୟାରେ ଫସି ଯାଇଛନ୍ତି