୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯାଜପୁର ମୁଖ୍ୟ ଡାକଘର ପୋଷ୍ଟମାଷ୍ଟର ଭରତ ଦାସ ଓ କିରାଣୀ ଆଲୋକ ସାହୁଙ୍କୁ ଗିରଫ କଲା ସିବିଆଇ