ପେଟ୍ରୋଲ ୮୦ ପଇସା, ଡିଜେଲ ୧. ୩୦ ଟଙ୍କା ଶସ୍ତା

ନୂଆଦିଲ୍ଲୀ: ପୁଣି ଖସିଲା ତେଲ ଦର। ତୈଳ କଂପାନୀଗୁଡ଼ିକ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଲିଟର ପିଛା ୮୦ ପଇସା କମିଥିବା ବେଳେ ଡିଜେଲ ଲିଟର ପିଛା ୧.୩୦ ଟଙ୍କା ହ୍ରାସ ପାଇଛି। ବୁଧବାର ମଧ୍ୟରାତ୍ରରୁ ଏହି ନୂଆ ଦର ଲାଗୁ ହେବ।

ଏହା ପୂର୍ବରୁ ଏପ୍ରିଲ ୧ରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ହ୍ରାସ କରାଯାଇଥିଲା। ପେଟ୍ରୋଲ୍ ଲିଟର ପିଛା ୪୯ ପଇସା ଓ ଡିଜେଲ୍ ଲିଟର ପିଛା ୧.୨୧ ଟଙ୍କା କମିଥିଲା।

ଆହୁରି ପଢ଼ନ୍ତୁ

ସାରା ଦେଶରେ କୃଷି ବିଲକୁ ବିରୋଧ ହେବ: ବାଘେଲ୍

କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି

ବେକାରୀ ବୃଦ୍ଧି ବେଳେ ୭୦ ହଜାର ସିଧାସଳଖ ରୋଜଗାର ଦେବ ଫ୍ଲିପକାର୍ଟ

୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର

ଓଡ଼ିଆ ପୁଅ ସଙ୍କେତ କୋକାକୋଲାର ନୂଆ ଭାରତ ମୁଖ୍ୟ

ଇଜି ଇଫ ଡୁଇଂ ବିଜନେସ୍ ରାଙ୍କିଙ୍ଗ୍, ଟପ୍ ଟେନ୍‌ରେ ନାହିଁ ଓଡ଼ିଶା

ଫର୍ଚ୍ୟୁନ୍‌ ‘୪୦ ଅଣ୍ଡର ୪୦’ରେ ଇଶା ଏବଂ ଆକାଶ ଅମ୍ବାନୀ

ରୋଷେଇ ଗ୍ୟାସରୁ ସବସିଡ଼ି ହଟାଇଲେ ସରକାର!

GDP in Corona: କେଉଁ ଦେଶର ଅଭିବୃଦ୍ଧି ହାର କେତେ କମାଇଲା କରୋନା?

ଦେଶର ଅଭିବୃଦ୍ଧି ହାର ହ୍ରାସକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲେ ଚିଦାମ୍ୱରମ

ଚୀନକୁ ଆମେରିକାର କଡ଼ା ଜବାବ, ବିଆରଆଇ ପ୍ରକଳ୍ପ ଉପରେ ଲଗାଇଲା ପ୍ରତିବନ୍ଧକ

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି