ବଜାଜର ଦୁଇଟି ନୂଆ ମଡେଲ ବାଇକ

ନୂଆଦିଲ୍ଲୀ: ବଜାଜ ଅଟୋ ପକ୍ଷରୁ ଦୁଇଟି ନୂଆ ମଡେଲ ବାଇକର ଉନ୍ମୋଚନ କରାଯାଇଛି। ବଜାଜ ପଲସର ଆଡଭେଞ୍ଚର ସ୍ପୋଟର୍ସ ସିରିଜର ଏହି ଦୁଇ ନୂଆ ମଡେଲ ହେଉଛି ଏଏସ ୧୫୦ ଓ ଏଏସ ୨୦। ଦିଲ୍ଲୀ ମାର୍କେଟରେ ଏହି ଦୁଇଟିର ଦାମ ଯଥାକ୍ରମେ ୭୯,୦୦୦ ଓ ୯୧,୫୫୦ ଟଙ୍କା ରହିଛି। ଏହି ଦୁଇ ନୂଆ ବାଇକକୁ ଲଂଚ୍ କରିବା ଅବସରରେ କଂପାନୀର ଅଧ୍ୟକ୍ଷ (ମୋଟରସାଇକେଲ ବିଜନେସ) ଏରିକ ବାସ କହିଥିଲେ, ପଲସର ଆଡଭେଞ୍ଚର ସ୍ପୋଟର୍ସ ସିରିଜର ବାଇକଗୁଡ଼ିକୁ ବିଶେଷ କରି ଯୁବବର୍ଗକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି। ସେ କହିଥିଲେ ଯେ କଂପାନୀ ସବୁବେଳେ ବଜାରକୁ ନୂଆ ପ୍ରକାରର ବାଇକ ଛାଡ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସବୁ ବର୍ଗର ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ କଂପାନୀ ଏମିତି ଥରକୁ ଥର ନୂଆ ନୂଆ ମଡେଲର ବାଇକ ବଜାରକୁ ଛାଡ଼ିବ।

ଆହୁରି ପଢ଼ନ୍ତୁ

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

କରୋନା ପାଇଁ ବଢ଼ି ଚାଲିଛି ଋଣ ହାର, ଚିନ୍ତାରେ ମୋଦି ସରକାର

ସାରା ଦେଶରେ କୃଷି ବିଲକୁ ବିରୋଧ ହେବ: ବାଘେଲ୍

କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି

ବେକାରୀ ବୃଦ୍ଧି ବେଳେ ୭୦ ହଜାର ସିଧାସଳଖ ରୋଜଗାର ଦେବ ଫ୍ଲିପକାର୍ଟ

୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର

ଓଡ଼ିଆ ପୁଅ ସଙ୍କେତ କୋକାକୋଲାର ନୂଆ ଭାରତ ମୁଖ୍ୟ

ଇଜି ଇଫ ଡୁଇଂ ବିଜନେସ୍ ରାଙ୍କିଙ୍ଗ୍, ଟପ୍ ଟେନ୍‌ରେ ନାହିଁ ଓଡ଼ିଶା

ଫର୍ଚ୍ୟୁନ୍‌ ‘୪୦ ଅଣ୍ଡର ୪୦’ରେ ଇଶା ଏବଂ ଆକାଶ ଅମ୍ବାନୀ

ରୋଷେଇ ଗ୍ୟାସରୁ ସବସିଡ଼ି ହଟାଇଲେ ସରକାର!

GDP in Corona: କେଉଁ ଦେଶର ଅଭିବୃଦ୍ଧି ହାର କେତେ କମାଇଲା କରୋନା?

ଦେଶର ଅଭିବୃଦ୍ଧି ହାର ହ୍ରାସକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲେ ଚିଦାମ୍ୱରମ