୨୦୧୬ ମାର୍ଚ୍ଚ ସୁଦ୍ଧା ସମସ୍ତ ଫିଲିଂ ଷ୍ଟେସନ ଖୋଲିବ ରିଲାଏନ୍ସ

ମୁମ୍ବାଇ: ୨୦୧୬ ମାର୍ଚ୍ଚ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲମିଟେଡ୍ ତା’ର ସମସ୍ତ ରିଟେଲ୍ ଫୁଏଲ ପମ୍ପ ଆଉଟ୍ଲେଟଗୁଡ଼ିକୁ ଖୋଲିବାକୁ ଯୋଜନା ପ୍ରସ୍ତୁତ କରିଛି। ସାରା ଦେଶରେ ଏହାର ୧,୪୦୦ ଟି ଫିଲିଂ ଷ୍ଟେସନ୍ ରହିଛି। କଂପାନୀର ଏକ ୱେବସାଇଟରୁ ଏହା ଜଣାପଡ଼ିଛି।

୨୦୦୮ରେ ଏହି ସବୁ ଆଉଟଲେଟଗୁଡ଼ିକ ବନ୍ଦ ହୋଇଯାଇଥିଲା। ବିଶ୍ୱରେ ଅଶୋଧିତ ତେଲ ଦର ବଢ଼ି ଯାଇଥିଲା। ତେଣୁ କଂପାନୀ ବାଧ୍ୟ ହୋଇ ତା’ର ଫୁଏଲ ପମ୍ପ ଆଉଟଲେଟଗୁଡ଼ିକୁ ବନ୍ଦ କରି ଦେଇଥିଲା। ତେବେ କଂପାନୀର ୩୨୦ରୁ ଅଧିକ ଫୁଏଲ ଆଉଟଲେଟ ଏବେ କାର୍ଯ୍ୟକ୍ଷମ ହୋଇସାରିଲାଣି । କଂପାନୀର ୱେବସାଇଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ

ଲଗାତର ତୃତୀୟ ଦିନ ପାଇଁ ତେଲ ଦର ଅପରିବର୍ତ୍ତିତ

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

କରୋନା ପାଇଁ ବଢ଼ି ଚାଲିଛି ଋଣ ହାର, ଚିନ୍ତାରେ ମୋଦି ସରକାର

ସାରା ଦେଶରେ କୃଷି ବିଲକୁ ବିରୋଧ ହେବ: ବାଘେଲ୍

କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି

ବେକାରୀ ବୃଦ୍ଧି ବେଳେ ୭୦ ହଜାର ସିଧାସଳଖ ରୋଜଗାର ଦେବ ଫ୍ଲିପକାର୍ଟ

୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର

ଓଡ଼ିଆ ପୁଅ ସଙ୍କେତ କୋକାକୋଲାର ନୂଆ ଭାରତ ମୁଖ୍ୟ

ଇଜି ଇଫ ଡୁଇଂ ବିଜନେସ୍ ରାଙ୍କିଙ୍ଗ୍, ଟପ୍ ଟେନ୍‌ରେ ନାହିଁ ଓଡ଼ିଶା

ଫର୍ଚ୍ୟୁନ୍‌ ‘୪୦ ଅଣ୍ଡର ୪୦’ରେ ଇଶା ଏବଂ ଆକାଶ ଅମ୍ବାନୀ

ରୋଷେଇ ଗ୍ୟାସରୁ ସବସିଡ଼ି ହଟାଇଲେ ସରକାର!

GDP in Corona: କେଉଁ ଦେଶର ଅଭିବୃଦ୍ଧି ହାର କେତେ କମାଇଲା କରୋନା?