ଇଜ୍ ଅଫ୍‌ ଡୁଇଙ୍ଗ ବିଜିନେସ୍‌ ରିପୋର୍ଟ: ୨୧ ରାଜ୍ୟ ମଧ୍ୟରୁ ୧୪ ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ନିବେଶକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବାକୁ ଇଣ୍ଡଷ୍ଟ୍ରିଆଲ୍‌ ପଲିସି ରିଜଲ୍ୟୁସନ, ମେକ୍‌ ଇନ୍‌ ଓଡ଼ିଶା ଓ ଷ୍ଟାର୍ଟଅପ୍ ପଲିସି ପରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର। କିନ୍ତୁ ଯେମିତି ସବୁ ଯୋଜନା କେବଳ ଯୋଜନାରେ ରହିଯାଉଛି, ଫଳବତୀ ହେଉନାହିଁ। କାହିଁକି ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ପଡିଛି ତାହା ସଦ୍ୟ ପ୍ରକାଶିତ ଏସିଆନ୍‌ କମ୍ପିଟେଟିଭ୍‌ନେସ୍‌ ଇନ୍‌ଷ୍ଟିଚ୍ୟୁଟର ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ରେ ଇଣ୍ଡେକ୍ସରେ ପ୍ରକାଶ ପାଇଛି।  ବ୍ୟବସାୟିକ ଓ ଶିଳ୍ପାୟନ ବାତାବରଣ ନେଇ ଦେଶର […]

Ease Of Doning Index

Ease Of Doning Index

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 10:15 PM IST

Sports

Latest News

Ease Of Doning Indexଭୁବନେଶ୍ୱର: ନିବେଶକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବାକୁ ଇଣ୍ଡଷ୍ଟ୍ରିଆଲ୍‌ ପଲିସି ରିଜଲ୍ୟୁସନ, ମେକ୍‌ ଇନ୍‌ ଓଡ଼ିଶା ଓ ଷ୍ଟାର୍ଟଅପ୍ ପଲିସି ପରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର। କିନ୍ତୁ ଯେମିତି ସବୁ ଯୋଜନା କେବଳ ଯୋଜନାରେ ରହିଯାଉଛି, ଫଳବତୀ ହେଉନାହିଁ। କାହିଁକି ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ପଡିଛି ତାହା ସଦ୍ୟ ପ୍ରକାଶିତ ଏସିଆନ୍‌ କମ୍ପିଟେଟିଭ୍‌ନେସ୍‌ ଇନ୍‌ଷ୍ଟିଚ୍ୟୁଟର ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ରେ ଇଣ୍ଡେକ୍ସରେ ପ୍ରକାଶ ପାଇଛି।  ବ୍ୟବସାୟିକ ଓ ଶିଳ୍ପାୟନ ବାତାବରଣ ନେଇ ଦେଶର ୨୧ଟି ରାଜ୍ୟରେ ହୋଇଥିବା ସର୍ଭେ ଅନୁସାରେ ଓଡ଼ିଶା ୧୪ ତମ ସ୍ଥାନରେ ରହିଛି। ଏହି ଇଣ୍ଡେକ୍ସ ଅନୁସାରେ ପ୍ରଥମ ସ୍ଥାନରେ ମହାରାଷ୍ଟ୍ର, ଦ୍ୱିତୀୟ ସ୍ଥାନରେ ଗୁଜରାଟ ଓ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ବିଶେଷ କରି ଶିଳ୍ପାୟନ ଓ ବ୍ୟବସାୟିକ କ୍ଷେତ୍ରରେ ସୁସ୍ଥ ବାତାବରଣ ରାଜ୍ୟରେ ଥିବା ସୁବିଧା ସୁଯୋଗ, ଆଇନଗତ ବ୍ୟବସ୍ଥା ‍ଏବଂ ସରକାରୀ ସ୍ତରରେ ଦିଆଯାଉଥିବା ପ୍ରୋତ୍ସାହନକୁ ଦୃଷ୍ଟିରେ ରଖି ରିପୋର୍ଟ ପ୍ରସ୍ତୁତ ହୋଇଛି।

ରାଜ୍ୟରେ ନିବେଶକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ସରକାର ଇଣ୍ଡଷ୍ଟ୍ରିଆଲ୍ ପଲିସୀ ରିଜଲ୍ୟୁସନ ୨୦୧୫ ଓ ଷ୍ଟାର୍ଟଅପ୍‌ ପଲିସୀ ୨୦୧୬ ମଧ୍ୟ ଲାଗୁ କରିଛନ୍ତି। ଏହା ସହ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ରହିଛି ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି, ଲ୍ୟାଣ୍ଡ ବ୍ୟାଙ୍କ ଓ ଇ-ବିଜ୍‌ ପୋର୍ଟାଲ ଭଳି ସୁବିଧା। ଫେବୃଆରୀରେ ମୁମ୍ବାଇରେ ମେକ୍‌ ଇନ୍‌ ଇଣ୍ଡିଆରେ ଓଡ଼ିଶା ଅଂଶ ଗ୍ରହଣ କରିଥିଲା। ନିକଟରେ ବେଙ୍ଗାଲୁରୁରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଆୟୋଜନ କରି ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଅନୁରୋଧ କରିଥିଲେ। ଏତେ ବ୍ୟବସ୍ଥା ମଧ୍ୟରେ ବି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ରାଙ୍କ ପଛରେ ପଡିବା ସରକାରଙ୍କ ଚିନ୍ତା ବଢେଇଥିବା ବେଳେ ଆର୍ସେଲର ମିତ୍ତଲ ଓହରିବା ଓ ପସ୍କୋ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲିଯିବା ମଧ୍ୟ ପ୍ରମୁଖ କାରଣ ମଧ୍ୟରେ ଅନ୍ୟତମ ରହିଛି।

ବରିଷ୍ଟ ସାମ୍ବାଦିକ ଦିଲ୍ଲୀପ ବିଷୋୟୀ କହିଛନ୍ତି,“ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକ କିପରି ଭଲ କରିବେ ସେଥିନେଇ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ। ଏହି ଶିଳ୍ପାନୁଷ୍ଠାନ ଗୁଡିକ କିପରି ଭଲ ବାର୍ତ୍ତା ଦେବେ ସେନେଇ ସରକାର ଚେଷ୍ଠା କରନ୍ତୁ। ଶିଳ୍ପନୁଷ୍ଠାନ ଗୁଡିକ କେଉଁ କେଉଁ ସମସ୍ୟା ଦେଇ ଗତି କରୁଛନ୍ତି ତାହାର ସମାଧାନ ସରକାର କରନ୍ତୁ। ଖାଲି କାଗଜପତ୍ରରେ ଶ୍ରେଷ୍ଠ ନିର୍ଦ୍ଦଶନ କଲେ କିଛି ଲାଭ ମିଳିବ ନାହିଁ।”

ଏନେଇ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ନିର୍ଦ୍ଦାରିତ ସମୟ ମଧ୍ୟରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ କମ୍ପ୍ଲାୟନ୍‌ସ ରିପୋର୍ଟ ଦାଖଲ ହୋଇପାରିନାହିଁ। ତେଣୁ ଓଡ଼ିଶା ପଛରେ ପଡିଛି। ଆମେ ଏହି ଇଣ୍ଡେକ୍ସ ପାଇଁ ୬୧ ପ୍ରତିଶତ କାର୍ଯ୍ୟ ଶେଷ କରିଛୁ। ଆମ ପାଖରେ ସମୟ ରହିଥିବାରୁ ଆମେ ଏହାକୁ ଭଲ କରି ତର୍ଜମା କରି ଫିଡ୍‌ବ୍ୟାକ୍‌ ଦେବୁ।”

ସୂଚନାଯୋଗ୍ୟ ଗତବର୍ଷ ବିଶ୍ୱବ୍ୟାଙ୍କ ପକ୍ଷରୁ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜିନେସରେ ୭  ନମ୍ବର ସ୍ଥାନରେ ଥିଲା ଓଡ଼ିଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story