ଦୃତ ଅର୍ଥନୈତିକ ବିକାଶ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି: ଜେଟଲୀ

ଭୁବନେଶ୍ୱର: ଦୃତ ଅର୍ଥନୈତିକ ବିକାଶ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ରାଜ୍ୟରେ ବିପୁଳ ଖଣିଜ ସମ୍ପଦ ସାଙ୍ଗକୁ ସୁଦୀର୍ଘ ଉପକୂଳ, ଜଙ୍ଗଲ ସମ୍ପଦ, ରାଜନୈତିକ ସ୍ଥିରତା ଓ ଉଚ୍ଚକୋଟୀର ମାନବ ସମ୍ବଳ ରହିଛି। ମେକ୍‌ ଇନ୍‌ ଓଡ଼ିଶା ଭଳି କାର୍ଯ୍ୟକ୍ରମ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଅନୁକୂଳ କରିବେଶ ସୃଷ୍ଟି କରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଶା ପ୍ରକାଶ କରିଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଲାଗୁ, ବିମୁଦ୍ରାକରଣ […]

make-in-odisha-conclave

make-in-odisha-conclave

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 08:48 PM IST

make-in-odisha-conclaveଭୁବନେଶ୍ୱର: ଦୃତ ଅର୍ଥନୈତିକ ବିକାଶ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ରାଜ୍ୟରେ ବିପୁଳ ଖଣିଜ ସମ୍ପଦ ସାଙ୍ଗକୁ ସୁଦୀର୍ଘ ଉପକୂଳ, ଜଙ୍ଗଲ ସମ୍ପଦ, ରାଜନୈତିକ ସ୍ଥିରତା ଓ ଉଚ୍ଚକୋଟୀର ମାନବ ସମ୍ବଳ ରହିଛି। ମେକ୍‌ ଇନ୍‌ ଓଡ଼ିଶା ଭଳି କାର୍ଯ୍ୟକ୍ରମ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଅନୁକୂଳ କରିବେଶ ସୃଷ୍ଟି କରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଶା ପ୍ରକାଶ କରିଛନ୍ତି।

ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଲାଗୁ, ବିମୁଦ୍ରାକରଣ ଓ ଜିଏସ୍‌ଟି ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ବିଶେଷ ଉପକୃତ ହେବେ ବୋଲି ଜେଟଲୀ କହିଛନ୍ତି।

ଆଜି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖ କରିଥିଲେ। ଶିଳ୍ପପତିଙ୍କୁ ଆହ୍ୱାନ ଦେଇ ସେ କହିଥିଲେ,“ରାଜ୍ୟରେ ଶିଳ୍ପାୟନର ସୁଯୋଗ ରହିଛି। ପୁଞ୍ଜି ନିବେଶକୁ ସୁହାଇବା ଭଳି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ପୂର୍ବ ଭାରତରେ ମାନୁଫାକ୍ଚରିଂ ହବ୍‌ ଭାବେ ଆତ୍ମ ପ୍ରକାଶ କରିଛି।”

ସେ କହିଥିଲେ,“ରାଜ୍ୟରେ କଞ୍ଚାମାଲର ବିପୁଳ ଭଣ୍ଡାର ରହିଥିବା ବେଳେ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ପ୍ଲାନ ୨୦୨୫ ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୩୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯିବ। ଏଥିପାଇଁ ରାଜ୍ୟ ସରକାର ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା କରିଛନ୍ତି। ଶିଳ୍ପକୁ ସୁହାଇବା ଭଳି ନୀତି ପ୍ରଣୟନ କରାଯିବା ସହ ବାହ୍ୟ ହସ୍ତକ୍ଷେପ ରୋକିବା ଲାଗି ଇ-ବିଜ୍‌ ଭଳି ପ୍ଲାଟଫର୍ମ ସ୍‌ଷ୍ଟି କରାଯାଇଛି।”

କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ଆସନ୍ତାକାଲି କନକ୍ଲେଭର ଉଦ୍‌ଯାପନୀ ଦିବସରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story