ଇପିଏଫ୍‌ଓ ଜମା ଉପରେ କମିଲା ସୁଧ ହାର

ନୂଆଦିଲ୍ଲୀ: ଇପିଏଫ୍‌ଓ ଜମା ଉପରେ ସୁଧ ହାର କମିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ସୁଧହାର ୮.୮ ପ୍ରତିଶତ ଥିବା ବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ଏହା ୮.୬୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ଫଳରେ ସୁଧହାର ଦଶମିକ ୧୫ପ୍ରତିଶତ କମିଛି। କର୍ମଚାରୀ ଭବିଷ୍ୟତନିଧି ପାଣ୍ଠି ବା ଇପିଏଫଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସିବିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଇଫିଏଫଓରେ ଏବେ ୪କୋଟିରୁ ଅଧିକ ସଦସ୍ୟ ଅଛନ୍ତି।

efo

efo

Rakesh Mallick
  • Published: Monday, 19 December 2016
  • Updated: 19 December 2016, 07:33 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story