ଜାନୁୟାରୀ ତୃତୀୟ ସପ୍ତାହରେ ବଜାର ପ୍ରବେଶ କରିବ Ford Endevour

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଜାନୁୟାରୀ ୨୦ରେ ବଜାର ପ୍ରବେଶ କରିବ FordEndevour। ଏହାର ନୂଆଦିଲ୍ଲୀସ୍ଥିତ ଏକ୍ସ ସୋରୁମ୍ ଦର ରହିଛି ୨୨ଲକ୍ଷରୁ ୨୭ ଲକ୍ଷ। ଦୁଇଟି ମେଡେଲ ଯଥା Trend ଓ Titanium ଭାବେ ବଜାରକୁ ଆସିବ ଯାହାକି ଉଭୟ ଡିଜେଲ ଓ ପେଟ୍ରୋଲରେ ଚାଳିତ। ଏଥିରେ 4×2 ଏବଂ 4×4 ଡ୍ରାଇଭ୍ ଅପ୍ସନ ରହିଛି। ଏହାସହ ଅନ୍ୟ ଅତ୍ୟାଧୁନିକ ସୁବିଧା ଯଥା, ଏଲଇଡି ପ୍ରଣ୍ଟ ଲାଇଟ୍ସ, ଇଣ୍ଟରିୟର ଡିଜାଇନ୍, ବ୍ଲ୍ୟୁ ଟୁଥ୍, ଜିପିଏସ ଓ ଟାୟାର ସିଷ୍ଟମ ରହିଛି।