ମେକ୍ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବେ ୩୦୦ ରୁ ୭୦୦ କମ୍ପାନୀ

ଭୁବନେଶ୍ୱର: ମେକ୍ଇନ୍ ଓଡ଼ିଶା କନ୍‌କ୍ଲେଭ ପାଇଁ ମୁଖ୍ୟ ଶାସନ ସଚିବ ଆଦତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କନ୍‌କ୍ଲେଭରେ ୩୦୦ ରୁ ୭୦୦ କମ୍ପାନୀ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି, “ଏ‌ଥିରେ ୨୮୦ଟି ଷ୍ଟଲ ରହିବ। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋଲିୟମ୍ ଶିଳ୍ପକୁ ଗୁରୁତ୍ୱ ଦିଆଯିବା ସହ ଏମ୍‌ଏସ୍‌ଏମ୍‌ଇ, ଟେକ୍ସଟାଇଲ୍, ବୟନ ଶିଳ୍ପ ପାଇଁ ନୂଆ ପଲିସି ଖୁବଶୀଘ୍ର ପ୍ରଚଳନ କରାଯିବ।”

aditya-padhy

aditya-padhy

Rakesh Mallick
  • Published: Friday, 11 November 2016
  • Updated: 11 November 2016, 01:22 PM IST

Sports

Latest News

ଭୁବନେଶ୍ୱର: ମେକ୍ଇନ୍ ଓଡ଼ିଶା କନ୍‌କ୍ଲେଭ ପାଇଁ ମୁଖ୍ୟ ଶାସନ ସଚିବ ଆଦତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କନ୍‌କ୍ଲେଭରେ ୩୦୦ ରୁ ୭୦୦ କମ୍ପାନୀ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ଏ‌ଥିରେ ୨୮୦ଟି ଷ୍ଟଲ ରହିବ। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋଲିୟମ୍ ଶିଳ୍ପକୁ ଗୁରୁତ୍ୱ ଦିଆଯିବା ସହ ଏମ୍‌ଏସ୍‌ଏମ୍‌ଇ, ଟେକ୍ସଟାଇଲ୍, ବୟନ ଶିଳ୍ପ ପାଇଁ ନୂଆ ପଲିସି ଖୁବଶୀଘ୍ର ପ୍ରଚଳନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos