ପରିବେଶ ସୁରକ୍ଷା ପାଇଁ ସାଇକେଲ୍ ଆପଣେଇଲେ ଭଲ

ଭୁବନେଶ୍ୱର: ଆଉ କିଛି ବର୍ଷ ପରେ ପେଟ୍ରୋଲ୍, ଡିଜେଲ ଭଳି ଇନ୍ଧନର ଅଭାବ ଦେଖାଦେବ। ତା’ ସହିତ ଏବେ ଗାଡ଼ି ସଂଖ୍ୟା ବଢ଼ି ଚାଲି ଥିବାରୁ ପରିବେଶରେ ଅଙ୍ଗାରକାମ୍ଳର ପରିମାଣ ବଢ଼ୁଛି। ତେଣୁ ବାଇକ୍ ଓ କାର୍‌ରେ ଅଫିସ୍‌ ଆସିବା ଅପେକ୍ଷା ସାଇକେଲ୍‌ ଚଲାଇ ଆସିଲେ ନିଜେ ଫିଟ୍‌ ରହିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷା ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବା।  ଏହି ଲକ୍ଷ୍ୟ ନେଇ ଟାଟା କନ୍‌ସଲଟେନ୍ସି ସର୍ଭିସେସ୍‌ (ଟିସିଏସ୍‌) ପକ୍ଷରୁ ଗତ […]

cycle

cycle

Rakesh Mallick
  • Published: Friday, 25 August 2017
  • Updated: 25 August 2017, 10:11 AM IST

ଭୁବନେଶ୍ୱର: ଆଉ କିଛି ବର୍ଷ ପରେ ପେଟ୍ରୋଲ୍, ଡିଜେଲ ଭଳି ଇନ୍ଧନର ଅଭାବ ଦେଖାଦେବ। ତା’ ସହିତ ଏବେ ଗାଡ଼ି ସଂଖ୍ୟା ବଢ଼ି ଚାଲି ଥିବାରୁ ପରିବେଶରେ ଅଙ୍ଗାରକାମ୍ଳର ପରିମାଣ ବଢ଼ୁଛି। ତେଣୁ ବାଇକ୍ ଓ କାର୍‌ରେ ଅଫିସ୍‌ ଆସିବା ଅପେକ୍ଷା ସାଇକେଲ୍‌ ଚଲାଇ ଆସିଲେ ନିଜେ ଫିଟ୍‌ ରହିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷା ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବା।  ଏହି ଲକ୍ଷ୍ୟ ନେଇ ଟାଟା କନ୍‌ସଲଟେନ୍ସି ସର୍ଭିସେସ୍‌ (ଟିସିଏସ୍‌) ପକ୍ଷରୁ ଗତ ଗୁରୁବାର ଏକ ବାଇସାଇକେଲ ମାରାଥନ୍‌ର ଆୟୋଜନ କରାଯାଇଥିଲା।

ଟିସିଏସ୍‌ ଭୁବନେଶ୍ୱର କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ମାରାଥନ୍ ଶିଖରଚଣ୍ଡୀ ଛକରେ ସମାପ୍ତ ହୋଇଥିଲା। ଟିସିଏସ୍ ଭୁବନେଶ୍ୱର କେନ୍ଦ୍ର ମୁଖ୍ୟ ମନୋଜ ପଣ୍ଡା ଏହି ମାରାଥନ୍‌କୁ ଉଦ୍‌ଘାଟନ କରିଥିଲେ। ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ତଥା ଅଧିକାରୀ ଏହି ମାରାଥନ୍‌ରେ ସାମିଲ ହୋଇ ସାଇକେଲ୍‌ ଚଲାଇ ଥିଲେ। ଟିସିଏସ୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ସାଇକ୍ଲିଂ ଏଣ୍ଡ୍ ଆଡ୍‌ଭେନ୍‌ଚର କ୍ଲବ୍‌ (ବିସିଏସି) ଏବଂ ଜୟ ଓଡ଼ିଶା ସଙ୍ଗଠନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story