ଫେବ୍ରୁଆରୀରେ ଆସିବ Xiaomi Redmi Note 2 Prime

ନୂଆଦିଲ୍ଲୀ: ଫେବ୍ରୁଆରୀରେ ଭାରତୀୟ ବଜାରକୁ ଆସିବ Xiaomi Redmi Note 2 Prime ସ୍ମାର୍ଟ ଫୋନ୍। ଏହାର ବଜାର ଦର ରହିଛି ୯,୯୯୯ ଟଙ୍କା। ଏହି ସ୍ମାର୍ଟ ଫୋନ୍ ଭାରତୀୟ ବଜାର ସମେତ ଅନଲାଇନରେ ଫେବ୍ରୁଆରୀ ୨୦ରୁ ଉପଲବ୍ଧ ହେବ।

ଏଥିରେ  Androidv 5.0 (Lollipop) ଅପରେଟିଂ ସିଷ୍ଟମ ରହିଛି। ଏଥିରେ Octa Core Processer ରହିଥିବା ବେଳେ 2 GB RAM ରହିଛି। ଏହାସହ Dual SIM,  3G ଓ 4G ସୁବିଧା ରହିଛି। 32 GB Internal Memory ରହିଛି। ଏହି ସ୍ମାର୍ଟଫୋନର Screen Size 5.5 Inches ରହିଥିବା ବେଳେ ଏଥିରେ FullHD(1080×1920 Pixels) ଭିଡିଓ ସପୋର୍ଟ କରିବ। ଏଥିରେ 13MP Main Camera ଥିବାବେଳେ 5MP Front Camera ରହିଛି। ଏହାସହ ସ୍ମାର୍ଟଫୋନରେ Wi-Fi, GPRS, EDGE, Bluetooth, GPS, USB Connective, Accelerometer, compass, Gyroscope, Light sensor, Proximity senser ଓ FM Radio ସୁବିଧା ରହିଛି। ଏହାସହ ଏଥିରେ 3060 mAH, Li-po ବ୍ୟାଟେରୀ ସୁବିଧା ରହିଛି।