ଅରୁଣ ସାହୁଙ୍କ ଭଳି ନେତା ଜେଲରେ ରହିବା ଦରକାର : ସମ୍ବିତ ପାତ୍ର

ନୟାଗଡ ନାବାଳିକା ହତ୍ୟାକାଣ୍ଡରେ ରାଜ୍ୟ ଶର୍କର ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସଂବିତ ପାତ୍ର। ଘଟଣାରେ ସମ୍ପୃକ୍ତ ଅଭିଯୋଗ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ  ବହିଷ୍କାର ପାଇଁ ଟୁଇଟ ଯୋଗେ କାଲେ ଦାବି।