କେନ୍ଦ୍ରାପଡା ସାଂସଦଙ୍କ ଦୁର୍ଦ୍ଦଶା

 

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶିଳାନ୍ୟାସ ହେଲା। ଦୁଇଜଣ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବାହାର ଜିଲ୍ଲାର ତିନି ବିଧାୟକଙ୍କ ନାଁ ରହିଲା, ହେଲେ ସ୍ଥାନ ପାଇଲାନି କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁ।