ରାସ୍ତାରେ ପଡିଥିଲା ଅଖା, ଖୋଲିବାରୁ ବାହାରିଲା …..

କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କରଞ୍ଜି ପଞ୍ଚାୟତର ଟାଙ୍ଗି-କପିଳାସ ରାସ୍ତା କଡ଼ରୁ ମିଳିଛି ଏକ ଶବ ଯାହାକି ରହିଥିଲା ଏକ ଅଖା ଭିତରେ.