କଣ୍ଠଶିଳ୍ପୀ ଓ ଅଭିନେତ୍ରୀ ଦୀପ୍ତିରେଖା ପାଢୀଙ୍କ ବାହାଘର

 

ଓଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣା ଶୁଣା ପ୍ଲେବ୍ୟାକ୍ ସିଙ୍ଗର ଗାୟକ ଦିପ୍ତିରେଖା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି. ସେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ତିତି ରେ ଖୋର୍ଦ୍ଧାର ସୌମ୍ୟରଞ୍ଜନ ସତପଥିଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି . ଦେଖନ୍ତୁ ଭିଡ଼ିଓ