ମହାନଦୀର କରାଳ ଦୃଶ୍ୟ

ମହାନଦୀର କରାଳ ରୂପ। ମାଡି ଆସୁଛି ବନ୍ୟାଜଳ। ମୁଣ୍ଡୁଳିରେ ହୀରାକୁଦ ଡ୍ୟାମ ପାଣି ପହଞ୍ଚିବା ପରେ ବୃଦ୍ଧି ପାଇଛି ଜଳସ୍ତର। ବର୍ତମାନ ମହାନଦୀ ଓ ଏହାର ଅନ୍ୟାନ୍ୟ ଶାଖା ନଦୀ ମାନଙ୍କରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।