Odisha Repoter -
ପୁରୀ ଜିଲ୍ଲା ଗୋପ ବ୍ଲୋକ୍କ୍ବାନୀଲୋ ଗ୍ରାମର ଏକ ନଳକୂପ ନିକଟରେ ତିନି ଦିନ ହେଲା ବାହାରୁଛି ଗ୍ୟାସ। ଏଥିରେ ନିଆ ଲଗାଇବା ପରେ ଏହା ଜାଲିବାକୁ ଆରମ୍ଭ କରିଥିଲା। ଏଥିଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ହୋଇରହିଛନ୍ତି।
ଟ୍ରେଣ୍ଡିଙ୍ଗ ନ୍ୟୁଜ
ଭୟଙ୍କର ଅବସ୍ଥା , ଅସମ୍ଭାଳ ସ୍ଥିତି
ଦଳୀୟ କର୍ମକର୍ତ୍ତାଙ୍କୁ ଏମିତି ଆହ୍ୱାନ ଦେଲେ ଧର୍ମେନ୍ଦ୍ର
ଆଇନକୁ ହାତକୁ ନେବା ପାଇଁ ଲୋକଙ୍କୁ ଉସକାଇଲେ କେନ୍ଦ୍ରମନ୍ତ୍ରୀ !
ମୋଦିଙ୍କୁ ମମତାଙ୍କ ଜବାବ: ଡିବେଟ୍ ପାଇଁ ସ୍ଥାନ, ସମୟ ସ୍ଥିର କରିବାକୁ…