ନଳକୂପ ପାଣିରେ ଜଳୁଛି ନିଆଁ

ପୁରୀ ଜିଲ୍ଲା ଗୋପ ବ୍ଲୋକ୍କ୍ବାନୀଲୋ ଗ୍ରାମର ଏକ ନଳକୂପ ନିକଟରେ ତିନି ଦିନ ହେଲା ବାହାରୁଛି ଗ୍ୟାସ। ଏଥିରେ ନିଆ ଲଗାଇବା ପରେ ଏହା ଜାଲିବାକୁ ଆରମ୍ଭ କରିଥିଲା। ଏଥିଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ହୋଇରହିଛନ୍ତି।