ଓଲଟା ଉଡିଲା ଜାତୀୟ ପତାକା

ଚଳିତ ବର୍ଷ କୋରୋନା କାଟକଣାକୁ ଆଖି ଆଗରେ ରଖି ନିରାଡମ୍ବର ଭାବରେ ସ୍ଵାଧୀନତା ଦିବସ ପାଳନ ପାଇଁ ନିସ୍ପତି ନିଆଯାଇଥିଲା। କିନ୍ତୁ ଏହାରି ଭିତରେ ଜାତୀୟ ପତାକା ଓଲଟ ଉଡିବା ଭଳି ଅଭାବନୀୟ ଘଟନା ମଧ୍ୟ ଦେଖିବାକୁ ମିଳିଥିଲା। ଘଟଣାଟି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।