ଦେଖୁ ଦେଖୁ ଗଳିପଡିଲା ଘର

ଚାହୁଁ ଚାଁହୁ ଭୁଶୁଡି ପଡିଲା ଘର.ଏ ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ଜିଲ୍ଲାର ତାଳିସାହି ଅଞ୍ଚଳରେ. ଲଗାନା ବର୍ଷ ଯୋଗୁ ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁ ଏପରି ଘଟିଛି |