ହସୁଛି ନାଣ୍ଡି ପାହାଡ

ନୟାଗଡ ଜିଲ୍ଲାର ଭାପୁର ବ୍ଲକ ବାଘୁଆପାଲିରେ ରହିଛି ନାଣ୍ଡି ପାହାଡ। ଦିନେ ବଡ, ବଡ ପଥର ଓ ଅନା-ବନା ଗଛ ଅଦିରେ ଭାରି ରହିଥିବା ନାଣ୍ଡି ପାହାଡ କିନ୍ତୁ ଏବେ ପାଲଟି ଯାଇଛି ନୟାଗଡର ପର୍ଯ୍ୟଟନ ବିନ୍ଦୁ।