ଗୁହାଳରୁ ଉଦ୍ଧାର ହେଲେ ନବବଧୂ, ହାତ ଗୋଡ ହୋଇଛି ବନ୍ଧା

ଯୌତୁକ ନିର୍ଯାତନାର ଶିକାର ହେଲେ ନବ ବଧୁ। ମାସ କେଇଟାରେ ବଦଳିଗଲା ଖୁଶିର ସଂସାର। ହାତ ଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ଗୁହାଳରୁ ହେଲେ ଉଦ୍ଧାର।