ଅନାଥ ପାଇଲା ପରିଚୟ, କୋହ ସମ୍ଭାଳିପାରିଲେନି ସେବିକା ମା’
ରାସ୍ତା କଡରେ ପଡିଥିଲା ଚାରି ଦିନର ଅଲୋଡ଼ା ଅଖୋଜା ଶିଶୁ ପୁତ୍ର. ପିଲାଟିକୁ ଉଦ୍ଧାର କରାଯାଇ କୋରାପୁଟର ଦସମନ୍ତପୁରରେ ଥିବା IDS କ୍ୟାମ୍ପ ରେ ରଖାଯାଇଥିଲା