ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ

କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାତିଲେ ମହିଳା। ତିନିମୁହାଣିରେ ଜାଲିଲେ ଅନୁଭବଙ୍କ କୁଶପୁତଳିକା। ବିଜେପି ମହିଳା ମୋର୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।