Road Accident Footage Caught by CCTV

ଆଖି ପିଛୁଳାକେ ଚାଲିଗଲା ଜୀବନ । ଟ୍ରକ ପଛରେ ଧକ୍କା ହେଲା ବାଇକ । ଘଟଣାସ୍ଥଳରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ