ପ୍ରେମାନନ୍ଦଙ୍କ ସଂଗୀତକୁ ନେଇ ହଲିଉଡରେ ଚର୍ଚ୍ଚା

 

ଓଲିଉଡର ମ୍ୟୁସିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ। ବିଗତ କିଛି ବର୍ଷ ମଧ୍ୟରେ ନିଜ ସ୍ଵର ସଂଯୋଜନା ଦ୍ଵାରା ଭେଟି ଦେଇଛନ୍ତି ଅନେକ ସୁପେରହିତ ଗୀତ । ତେବେ ନିକଟରେ ତାଙ୍କର ରିଲିଜ ହୋଇଥିବା ଟ୍ରାଇବାଲ ଅନ୍ଥେମ ଗୀତଟି କେବଳ ଆମଦେଶ ନୁହେ ବିଦେଶରେ ବ ଖୁବ ଆଦୃତ ହୋଇପାରିଛି।