ବିଚ୍ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାଡ

ରାସ୍ତା ମଝିରେ ଜଣେ ଅବସରପ୍ରାପ୍ତ VLW ଙ୍କୁ ଘୋଷାରି ଘୋଷାରି ପିତିଛନ୍ତି ମହିଳା। ଏପରି ଘଟନା ଘଟିଛି ନିଆଳି ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ବିଚ ରାସ୍ତାରେ ।