ଭେଡ଼େନ ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଅପହରଣ ଘଟଣାରେ ଆଉ ୨ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ଭେଡ଼େନ୍ ବ୍ଲକ ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଶିକ୍ଷକ ସ୍ୱାମୀ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କୁ ଅପହରଣ ଘଟଣାରେ ବରଗଡ଼ ପୋଲିସ୍ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଟିଟିଲାଗଡ଼ର ବିବେକ ବେହେରା ଓ ବଲାଙ୍ଗିରର ଉମାଶଙ୍କର ରାଓ। ବିବେକ ବେହେରାଙ୍କ ଠାରୁ ୫୦ ଗ୍ରାମ ଓଜନର ସୁନା, କିଛି ସିମ୍‌କାର୍ଡ ଏବଂ ଏଟିଏମ୍‌ କାର୍ଡ ଜବତ ହୋଇଛି। ଅପହରଣକାରୀମାନେ ଅନ୍ତର୍ଯ୍ୟାମୀଙ୍କ ବୁଲେଟ୍‌କୁ ନେଇ ଯାଇଥିଲେ। ସେହି ବୁଲେଟ୍‌କୁ ପୋଲିସ୍ ଜବତ କରିଛି। ଟିଟିଲାଗଡ଼ […]

baragarh

baragarh

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 02:09 PM IST

baragarhବରଗଡ଼: ବରଗଡ଼ ଜିଲ୍ଲା ଭେଡ଼େନ୍ ବ୍ଲକ ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଶିକ୍ଷକ ସ୍ୱାମୀ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କୁ ଅପହରଣ ଘଟଣାରେ ବରଗଡ଼ ପୋଲିସ୍ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଟିଟିଲାଗଡ଼ର ବିବେକ ବେହେରା ଓ ବଲାଙ୍ଗିରର ଉମାଶଙ୍କର ରାଓ।

ବିବେକ ବେହେରାଙ୍କ ଠାରୁ ୫୦ ଗ୍ରାମ ଓଜନର ସୁନା, କିଛି ସିମ୍‌କାର୍ଡ ଏବଂ ଏଟିଏମ୍‌ କାର୍ଡ ଜବତ ହୋଇଛି। ଅପହରଣକାରୀମାନେ ଅନ୍ତର୍ଯ୍ୟାମୀଙ୍କ ବୁଲେଟ୍‌କୁ ନେଇ ଯାଇଥିଲେ। ସେହି ବୁଲେଟ୍‌କୁ ପୋଲିସ୍ ଜବତ କରିଛି। ଟିଟିଲାଗଡ଼ ନିକଟସ୍ଥ ଗୁଲମି ଜଙ୍ଗଲରୁ ବୁଲେଟ୍‌କୁ ପାଇଥିଲା ପୋଲିସ୍।

ପୂର୍ବରୁ ଏହି ମାମଲାରେ ୫ ଜଣ ଗିରଫ ହୋଇ ସାରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମହେଶ ବେହେରା ଆତ୍ମହତ୍ୟା କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଅନ୍ତର୍ଯ୍ୟାମୀଙ୍କ ଶାଳକ ଦେବାନନ୍ଦ ପ୍ରଧାନ। ଭେଡ଼େନ୍ ବ୍ଲକ ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ବାପ ଘର ଜମିରୁ ମିଳିଥିବା ଗୁପ୍ତଧନ (ସୁନାହାଣ୍ଡା)ରୁ ଭାଗ ନମିଳିବା ନେଇ ଦେବାନନ୍ଦ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଥିଲା।

ଏହି ମାମଲାରେ ଆଉ କିଛି ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରି ପୋଲିସ୍ ତଦନ୍ତ ଚଳାଇଥିବା ବରଗଡ଼ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story