ଚିଟଫଣ୍ଡ ଠକେଇ: ସିଜେଏମ୍ କୋର୍ଟରେ ହାଜର ହେବେ ସମୃଦ୍ଧ ଜୀବନର ସିଏମଡି

ଅନୁଗୋଳ: ଚିଟଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନର ସିଏମଡି ମହେଶ ମାଟେୱାର ଏବେ ଅନୁଗୋଳ ପୋଲିସ ହେପାଜତରେ। ଗତ ସପ୍ତାହରେ ମହାରାଷ୍ଟ୍ରର ଓସମାବାଦରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ଅନୁଗୋଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମହେଶଙ୍କୁ ଓଡ଼ିଶା ଆଣିଛି। ଆଜି ତାଙ୍କୁ ସିଜେଏମଙ୍କ କୋର୍ଟରେ ହାଜର କଲାପରେ ରିମାଣ୍ଡରେ ଆଣି ଜେରା କରାଯିବ। ୨୦୧୩ ମସିହାରେ ସମୃଦ୍ଧ ଜୀବନ ନାଁରେ ତାଳଚେର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ସଂସ୍ଥା ଅନୁଗୋଳ ଜିଲ୍ଲା ତାଳଚେର ଠାରେ […]

chit-fund

chit-fund

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 04:15 AM IST

Sports

Latest News

ଅନୁଗୋଳ: ଚିଟଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନର ସିଏମଡି ମହେଶ ମାଟେୱାର ଏବେ ଅନୁଗୋଳ ପୋଲିସ ହେପାଜତରେ। ଗତ ସପ୍ତାହରେ ମହାରାଷ୍ଟ୍ରର ଓସମାବାଦରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ଅନୁଗୋଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମହେଶଙ୍କୁ ଓଡ଼ିଶା ଆଣିଛି। ଆଜି ତାଙ୍କୁ ସିଜେଏମଙ୍କ କୋର୍ଟରେ ହାଜର କଲାପରେ ରିମାଣ୍ଡରେ ଆଣି ଜେରା କରାଯିବ।

୨୦୧୩ ମସିହାରେ ସମୃଦ୍ଧ ଜୀବନ ନାଁରେ ତାଳଚେର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ସଂସ୍ଥା ଅନୁଗୋଳ ଜିଲ୍ଲା ତାଳଚେର ଠାରେ ଏକ କାର୍ଯ୍ୟାଳୟ ଖୋଲି ଲୋକଙ୍କ ଠାରୁ ବହୁ କୋଟି ଟଙ୍କା ଠକି ନେଇଥିବା ଏଥିରେ ଅଭିଯୋଗ ହୋଇଥିଲା।

ପୂର୍ବରୁ ଅନୁଗୋଳ ପୋଲିସ ଏହି ମାମଲାରେ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଏହାର ମାଲିକ ମହେଶ ମାଟେୱାର ଫେରାର ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story