ଏନ୍‌କାଉଣ୍ଟରରେ ଚେରୁ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବରପାଲି ନିକଟରେ ହୋଇଥିବା ଏନ୍‌କାଉଣ୍ଟରରେ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ଶ୍ୟାମସୁନ୍ଦର ଗୌଡ଼ ଓରଫ ଚେରୁ ଗୁରୁତର ଆହତ ହୋଇଛନ୍ତି। ଚେରୁଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ତାଙ୍କଠାରୁ ଗୋଟିଏ ପିସ୍ତଲ, ଅଫୁଟା ବୋମା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଦୁଇଟି ମାମଲାରେ ପୋଲିସ୍‌ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲେ ଚେରୁ।

charu

charu

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 06:30 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବରପାଲି ନିକଟରେ ହୋଇଥିବା ଏନ୍‌କାଉଣ୍ଟରରେ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ଶ୍ୟାମସୁନ୍ଦର ଗୌଡ଼ ଓରଫ ଚେରୁ ଗୁରୁତର ଆହତ ହୋଇଛନ୍ତି। ଚେରୁଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ତାଙ୍କଠାରୁ ଗୋଟିଏ ପିସ୍ତଲ, ଅଫୁଟା ବୋମା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି।

ଦୁଇଟି ମାମଲାରେ ପୋଲିସ୍‌ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲେ ଚେରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story