ଉଦଳା: ଜୁଏଲାରୀରୁ ୫ କିଲୋ ସୁନା ଓ ରୁପା ଅଳଙ୍କାର ଲୁଟ୍

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏକ ଜୁଏଲାରୀରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ୱିତ ରାତିରେ ସହରର ଚକାଡ଼ୋଳା ବଜାରସ୍ଥିତ ଏକ ଜୁଏଲାରୀରୁ ଦୁର୍ବୃତ୍ତମାନେ ସିନ୍ଧି କରି ପ୍ରାୟ ୫ କିଲୋ ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟେରାମାନେ ୩ଟି ଆଇରନ୍ ଚେଷ୍ଟ ଭାଙ୍ଗି ଏହି ଲୁଟ୍ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

loot

loot

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 09:47 AM IST

Sports

Latest News

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏକ ଜୁଏଲାରୀରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ୱିତ ରାତିରେ ସହରର ଚକାଡ଼ୋଳା ବଜାରସ୍ଥିତ ଏକ ଜୁଏଲାରୀରୁ ଦୁର୍ବୃତ୍ତମାନେ ସିନ୍ଧି କରି ପ୍ରାୟ ୫ କିଲୋ ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟେରାମାନେ ୩ଟି ଆଇରନ୍ ଚେଷ୍ଟ ଭାଙ୍ଗି ଏହି ଲୁଟ୍ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos