ନୟାଗଡ଼: ସମିତି ସଭ୍ୟଙ୍କ ସ୍ୱାମୀଙ୍କ ହତ୍ୟା ପଛରେ ସରପଞ୍ଚଙ୍କ ସ୍ୱାମୀଙ୍କ ହାତ ଅଭିଯୋଗ

ନୟାଗଡ଼: ନୟାଗଡ଼ କେନ୍ଦୁଢିପି ସମିତି ସଭ୍ୟାଙ୍କ ସ୍ୱାମୀ ନକୁଳ ବାଣ୍ଡ ହତ୍ୟା ପଛରେ ସ୍ଥାନୀୟ ସରପଞ୍ଚ ଶୈଳଜାନନ୍ଦିନୀ ନାୟକଙ୍କ ସ୍ୱାମୀ ବସନ୍ତ ନାୟକଙ୍କ ହାତ ଥିବା ଅଭିଯୋଗ ହୋଇଛି। ମୃତ ନକୁଳଙ୍କ ପତ୍ନୀ ତଥା ସମିତି ସଭ୍ୟା ପୁଷ୍ପାଞ୍ଜଳି ବାଣ୍ଠ ଏହି ଅଭିଯୋଗ କରିଛନ୍ତି। ରାଜନୈତିକ ଶତ୍ରୁତା ଯୋଗୁଁ ବସନ୍ତଙ୍କ ପ୍ରରୋଚନାରେ ଖଇରପଟି ଗାଁର ୬ ଜଣ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପରେ ଖଇରପଟିରେ ପୋଲିସ୍ […]

nayAGARD MURDER

nayAGARD MURDER

Rakesh Mallick
  • Published: Sunday, 14 February 2016
  • Updated: 15 February 2016, 03:32 AM IST

Sports

Latest News

ନୟାଗଡ଼: ନୟାଗଡ଼ କେନ୍ଦୁଢିପି ସମିତି ସଭ୍ୟାଙ୍କ ସ୍ୱାମୀ ନକୁଳ ବାଣ୍ଡ ହତ୍ୟା ପଛରେ ସ୍ଥାନୀୟ ସରପଞ୍ଚ ଶୈଳଜାନନ୍ଦିନୀ ନାୟକଙ୍କ ସ୍ୱାମୀ ବସନ୍ତ ନାୟକଙ୍କ ହାତ ଥିବା ଅଭିଯୋଗ ହୋଇଛି। ମୃତ ନକୁଳଙ୍କ ପତ୍ନୀ ତଥା ସମିତି ସଭ୍ୟା ପୁଷ୍ପାଞ୍ଜଳି ବାଣ୍ଠ ଏହି ଅଭିଯୋଗ କରିଛନ୍ତି। ରାଜନୈତିକ ଶତ୍ରୁତା ଯୋଗୁଁ ବସନ୍ତଙ୍କ ପ୍ରରୋଚନାରେ ଖଇରପଟି ଗାଁର ୬ ଜଣ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପରେ ଖଇରପଟିରେ ପୋଲିସ୍ ମୁତୟନ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ପୋଲିସ୍ କହିଛି।

ପୁଷ୍ପାଞ୍ଜଳିଙ୍କ ଅଭିଯୋଗ ସଂପର୍କରେ ସରପଞ୍ଚ କିମ୍ବା ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story