ନୟାଗଡ଼ ଜଳସେଚନ ବିଭାଗ ଟେଣ୍ଡର ଫିକ୍ସିଂ ମାମଲାରେ ୨ ଗିରଫ

ନୟାଗଡ଼: ନୟାଗଡ଼ରେ ଜଳସେଚନ ବିଭାଗ ଟେଣ୍ଡର ଫିକ୍ସିଂ ମାମଲାରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ଏଷ୍ଟିମେଟରଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଉଭୟଙ୍କ ବିରୋଧରେ ଦଫା ୨୯୪, ୫୦୬ ଏବଂ ୪୨୦ ଲଗାଇଛି ପୋଲିସ।