ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓ ମାମଲା ତଦନ୍ତରେ ପୋଲିସ ଚାପରେ ନାହିଁ: ପୋଲିସ କମିଶନର

ଭୁବନେଶ୍ୱର: ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାକୁ ନେଇ ପୋଲିସ ଖୋଲତାଡ଼ ଚାଲିଛି। ଏହି ମାମଲାକୁ ନେଇ ପୋଲିସ କୌଣସି ଚାପରେ ନାହିଁ ବୋଲି ଆଜି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। କମିଶନର ଆହୁରି କହିଛନ୍ତି,“କେଉଁ ପରିସ୍ଥିତିରେ ରିଷିଙ୍କର ମୃତ୍ୟୁ ଘଟିଲା, ତାହାର ତଦନ୍ତ ଚାଲିଛି। ରିଷି ମୃତ୍ୟୁ ସହ ବିବାଦୀୟ ଭିଡିଓର କିଛି ଲିଙ୍କ ରହିଛି କି ନାହିଁ ତାହାର ମଧ୍ୟ ତଦନ୍ତ କରାଯାଉଛି। ଭାଇରାଲ ଭିଡିଓ କିଏ କରିଛି ? ଏହା […]

pc

pc

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 08:09 PM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାକୁ ନେଇ ପୋଲିସ ଖୋଲତାଡ଼ ଚାଲିଛି। ଏହି ମାମଲାକୁ ନେଇ ପୋଲିସ କୌଣସି ଚାପରେ ନାହିଁ ବୋଲି ଆଜି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

କମିଶନର ଆହୁରି କହିଛନ୍ତି,“କେଉଁ ପରିସ୍ଥିତିରେ ରିଷିଙ୍କର ମୃତ୍ୟୁ ଘଟିଲା, ତାହାର ତଦନ୍ତ ଚାଲିଛି। ରିଷି ମୃତ୍ୟୁ ସହ ବିବାଦୀୟ ଭିଡିଓର କିଛି ଲିଙ୍କ ରହିଛି କି ନାହିଁ ତାହାର ମଧ୍ୟ ତଦନ୍ତ କରାଯାଉଛି। ଭାଇରାଲ ଭିଡିଓ କିଏ କରିଛି ? ଏହା କେଉଁଠୁ ଅପ୍‌ଲୋଡ ହୋଇଛି ? ଜାଣିବାକୁ ପୋଲିସ ପ୍ରୟାସ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos