ସମ୍ବଲପୁର: ୧୬ ଶହ ଲିଟର କିରୋସିନ ଓ ୨ ହଜାର ଲିଟର ଡିଜେଲ ଜବତ୍,ଜଣେ ଗିରଫ୍

ସମ୍ବଲପୁର: ସମ୍ୱଲପୁରରେ କିରୋସିନ୍ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ୫୩ ନମ୍ୱର ଜାତୀୟ ରାଜପଥର ଅଇଁଠାପାଲି ଥାନା ଅନ୍ତଭୁର୍କ୍ତ ଏକ ଗ୍ୟାରେଜରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ୧୬ଶହ ଲିଟର ପିଡିଏସ୍ କିରୋସିନ୍ ଓ ୨ହଜାର ଲିଟର ଡିଜେଲ ଜବତ କରାଯାଇଛି।ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ କିରୋସିନିକୁ କିରୋସିନ ବୋଝେଇ ଟ୍ୟାଙ୍କରୁ ଚଞ୍ଚକତା କରି ଅନଲୋଡ କରାଯାଇଥିଲା। ପରେ ଡିଜେଲ ସହ ଅପମିଶ୍ରଣ କରି ବିକ୍ରି କରାଯାଉଥିଲା। ଗତ ୭ବର୍ଷ […]

kirosini

kirosini

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 03:27 PM IST

Sports

Latest News

ସମ୍ବଲପୁର: ସମ୍ୱଲପୁରରେ କିରୋସିନ୍ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ୫୩ ନମ୍ୱର ଜାତୀୟ ରାଜପଥର ଅଇଁଠାପାଲି ଥାନା ଅନ୍ତଭୁର୍କ୍ତ ଏକ ଗ୍ୟାରେଜରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ୧୬ଶହ ଲିଟର ପିଡିଏସ୍ କିରୋସିନ୍ ଓ ୨ହଜାର ଲିଟର ଡିଜେଲ ଜବତ କରାଯାଇଛି।ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ କିରୋସିନିକୁ କିରୋସିନ ବୋଝେଇ ଟ୍ୟାଙ୍କରୁ ଚଞ୍ଚକତା କରି ଅନଲୋଡ କରାଯାଇଥିଲା। ପରେ ଡିଜେଲ ସହ ଅପମିଶ୍ରଣ କରି ବିକ୍ରି କରାଯାଉଥିଲା। ଗତ ୭ବର୍ଷ ଧରି ଚାଲିଥିଲା ଏହି କଳା କାରନାମା।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ମଧ୍ୟ ଭିଜିଲାନ୍ସ ବିଭାଗ ଶାସନ ଥାନା ଅନ୍ତର୍ଗତ ଡୁଙ୍ଗୁରିପଡା ଭାଲୁବାହାଲ ଅଞ୍ଚଳରେ ପିଡିଏସ କିରୋସିନ ବୋଝେଇ ଟ୍ୟାଙ୍କର ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story