Daily Archives

May 20, 2018

କଟକରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ କାବୁଆ ଜଖମ, ଦେଖନ୍ତୁ ଭିଡିଓ

କଟକ: କଟକରେ ପୋଲିସ-ଅପରାଧୀ ଛକାପଞ୍ଝା। ଅପରାଧୀକୁ ଧରିବା ପାଇଁ ପୋଲିସ  କରିଛି ଏନ୍‌କାଉଣ୍ଟର। ସଦର ଥାନା ଅଞ୍ଚଳରେ ପୋଲିସ୍‌ ଏନ୍‌କାଉଣ୍ଟର କରିଛି। ଏଥିରେ…

ଚମ୍ପିଆନ୍‌ ଅର୍ଚ୍ଚିତା, ଛୋଟିଆ ପଲ୍ଲୀରୁ କେମିତି ହେଲେ ବକ୍ସର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ପ୍ରେମ ହୋଇପାରେ। ପୁଣି ନାରୀ ହିଁ ଧର୍ଯ୍ୟ ହୋଇପାରରେ। ନାରୀ ସହନଶୀଳ ହୋଇପାରେ ଦରକାର ପଡ଼ିଲେ ଶକ୍ତିଶାଳୀ ହୋଇପାରେ। …

ମହିଳା ଓ ଶିଶୁ ନିର୍ଯାତନା ପ୍ରତି ଏମିତି ସମ୍ବେଦନଶୀଳ ଆମ ପୋଲିସ୍

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ରାଜ୍ୟର ମହିଳା ଓ ଶିଶୁମାନଙ୍କୁ ସାମାଜିକ ତଥା ଆଇନଗତ ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାର ଥାନା ଗୁଡ଼ିକରେ ଗତ ୨୦୦୫ରୁ…

ପ୍ଲେ ଅଫ୍‌ ଦୌଡ଼ରୁ ମୁମ୍ବାଇ ଆଉଟ୍

ନୂଆଦିଲ୍ଲୀ: ଫିରୋଜ୍‌ ଶାହ କୋଟ୍‌ଲା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍‌ର ୫୫ ତମ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୧ ରନ୍‌ରେ…

କାଲି ସରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ: ଇସ୍ତାହାରର ହିସାବ ନିକାଶ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ଶେଷ ହେଉଛି। ଗଲା ୪ ବର୍ଷରେ ନିର୍ବାଚନୀ ଇସ୍ତାହାରକୁ କେତେ ପୂରଣ…

ଏୟାରପୋର୍ଟର ପାର୍କିଂ ଚେକ୍‌ଗେଟ୍‌କୁ ନେଇ ବୈଜୟନ୍ତଙ୍କ ଉଦ୍‌ବେଗ ପରେ ସବୁ ବିମାନବନ୍ଦରର ସ୍ଥିତି ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟର ପାର୍କିଂ ଚେକ୍‌ଗେଟ୍‌କୁ ନେଇ ସାଂସଦ ବୈଜୟନ୍ତ ପଣ୍ଡା ଉଦ୍‌ବେଗ ପ୍ରକାଶ କରିବା ପରେ ସାରା ଦେଶର…

୨୬ରେ କଟକ ଆସିବେ ମୋଦି

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ ତାରିଖରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କଟକ ବାଲିଯାତ୍ରା…

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More