ଗଞ୍ଜାମ: ହୁମ୍ୱରରେ ବୋତଲ ବୋମା ଫୁଟି ଦୁଇ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହୁମ୍ୱର ଗାଁରେ ବୋତଲ ବୋମା ଫୁଟି ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ନିରଞ୍ଜନ ତରାଇ ଓ ପ୍ରଣୟ ପ୍ରଧାନ। ସେମାନଙ୍କୁ  ଛତ୍ରପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଛତ୍ରପୁର ଏସଡ଼ିପିଓ ପତିତପାବନ ଚୌଧୁରି ଓ ଛତ୍ରପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ପୋଲିସ ତିନୋଟି ବୋତଲ ବୋମା […]

gajam

gajam

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 08:57 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହୁମ୍ୱର ଗାଁରେ ବୋତଲ ବୋମା ଫୁଟି ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ନିରଞ୍ଜନ ତରାଇ ଓ ପ୍ରଣୟ ପ୍ରଧାନ। ସେମାନଙ୍କୁ  ଛତ୍ରପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଛତ୍ରପୁର ଏସଡ଼ିପିଓ ପତିତପାବନ ଚୌଧୁରି ଓ ଛତ୍ରପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ପୋଲିସ ତିନୋଟି ବୋତଲ ବୋମା ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story