୧୦୦ କୋଟି ଟଙ୍କା ବ୍ୟୟରେ କଟକ ଶିଶୁଭବନର ସଂପ୍ରସାରଣ କରାଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

କଟକ: ବଦଳିବ ଶିଶୁଭବନର ରୂପରେଖ। ଶିଶୁଭବନର ଭିତ୍ତିଭୂମିରେ ସୁଧାର ଅଣାଯିବ ଓ ଏହାକୁ ସଂପ୍ରସାରିତ କରାଯିବ। ଏଥିପାଇଁ ଆଗାମୀ ଦିନରେ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି କଥା କହିଛନ୍ତି। କଟକ ଶିଶୁଭବନ ପରିଦର୍ଶନରେ ଆସିବା ଅବସରରେ ସେ ଦେଇଥିଲେ ଏହି ସୂଚନା। ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ଖୁବଶୀଘ୍ର ୨୦ କୋଟି ଟଙ୍କା ବ୍ୟୟରେ ୱାର୍ଡ ଗୁଡ଼ିକର ସମ୍ପ୍ରସାରଣ କରାଯିବ। ୱାର୍ଡଗୁଡ଼ିକରେ ବିଭିନ୍ନ ବିଭାଗ କରାଯିବା ସହିତ ରକ୍ତ ସଂରକ୍ଷଣ […]

healthminister

healthminister

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 05:05 PM IST

Sports

Latest News

କଟକ: ବଦଳିବ ଶିଶୁଭବନର ରୂପରେଖ। ଶିଶୁଭବନର ଭିତ୍ତିଭୂମିରେ ସୁଧାର ଅଣାଯିବ ଓ ଏହାକୁ ସଂପ୍ରସାରିତ କରାଯିବ। ଏଥିପାଇଁ ଆଗାମୀ ଦିନରେ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି କଥା କହିଛନ୍ତି। କଟକ ଶିଶୁଭବନ ପରିଦର୍ଶନରେ ଆସିବା ଅବସରରେ ସେ ଦେଇଥିଲେ ଏହି ସୂଚନା।

ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ଖୁବଶୀଘ୍ର ୨୦ କୋଟି ଟଙ୍କା ବ୍ୟୟରେ ୱାର୍ଡ ଗୁଡ଼ିକର ସମ୍ପ୍ରସାରଣ କରାଯିବ। ୱାର୍ଡଗୁଡ଼ିକରେ ବିଭିନ୍ନ ବିଭାଗ କରାଯିବା ସହିତ ରକ୍ତ ସଂରକ୍ଷଣ ୟୁନିଟର ବ୍ୟବସ୍ଥା ମଧ୍ୟ କରାଯିବ। ଖୁବଶୀଘ୍ର ଏନେଇ କାର୍ଯ୍ୟ ଆରମ୍ଭ କରାଯିବ। ଦୁଇ ବର୍ଷ ମଧ୍ୟରେ ଏ କାର୍ଯ୍ୟ ଶେଷ କରାଯିବ।

ସେ ଆହୁରି ମଧ୍ୟ କହିଥିଲେ, ଆଗାମୀ ଦିନରେ ଶିଶୁଭବନରେ ବେଡ୍ ସଂଖ୍ୟା ବଢାଯିବା ସହ ଆବଶ୍ୟକସ୍ଥଳେ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ଏହାସହ କେଉଁଠି କେଉଁ ବିଭାଗ ରହିବ ଓ କେଉଁଠି ଷ୍ଟାଫ କ୍ୱାର୍ଟର୍ସ କରାଯିବ ସେ ବିଷୟରେ ଶିଶୁଭବନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ବର୍ତ୍ତମାନ ଶିଶୁଭବନ ପରିସ୍ଥିତିରେ ସୁଧାର ଆସିବା ସହ ରୋଗୀଙ୍କ ସଂଖ୍ୟା ବଢିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।

ଶିଶୁଭବନରେ ସ୍ୱାସ୍ଥମନ୍ତ୍ରୀଙ୍କ ସହିତ ଆରଡିସି,କଟକ ଜିଲ୍ଲାପାଳ, ଏନଆରଏଚଏମ ନିର୍ଦେଶିକା ପ୍ରମୁଖ ଉପସ୍ଥିତ ରହି ଶିଶୁଭବନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story