୧୧ଦଫା ଦାବି ନେଇ ଅଗଷ୍ଟ ୧ରୁ ଆନ୍ଦୋଳନ କରିବ ଓମ୍‌ସା

ଭୁବନେଶ୍ୱର: କେନ୍ଦ୍ର ହାରରେ ଦରମା ଓ ପଦୋନ୍ନତି, ଅବସର ବୟସ ସୀମା ୬୨କୁ ଅଧିକ ବୃଦ୍ଧି ନ କରିବା ଓ ଓମ୍‌ସାର କ୍ୟାଡର୍‌ ପୁନର୍ଗଠନ ଭଳି ୧୧ ଦଫା ଦାବି ନେଇ ଅଗଷ୍ଟ ୧ରୁ ରାଜଧାନୀରେ ଆନ୍ଦୋଳନ କରିବ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏସନ୍‌-ଓମ୍‌ସା। ପୂର୍ବରୁ ଏହି ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ବାହାରି ନାହିଁ। ଜୁଲାଇ ଶେଷ ସୁଦ୍ଧା  ଦାବି ପୂରଣ ନ ହେଲେ ଆନ୍ଦୋଳନ […]

docter

docter

Rakesh Mallick
  • Published: Monday, 25 July 2016
  • Updated: 25 July 2016, 10:35 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ହାରରେ ଦରମା ଓ ପଦୋନ୍ନତି, ଅବସର ବୟସ ସୀମା ୬୨କୁ ଅଧିକ ବୃଦ୍ଧି ନ କରିବା ଓ ଓମ୍‌ସାର କ୍ୟାଡର୍‌ ପୁନର୍ଗଠନ ଭଳି ୧୧ ଦଫା ଦାବି ନେଇ ଅଗଷ୍ଟ ୧ରୁ ରାଜଧାନୀରେ ଆନ୍ଦୋଳନ କରିବ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏସନ୍‌-ଓମ୍‌ସା। ପୂର୍ବରୁ ଏହି ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ବାହାରି ନାହିଁ। ଜୁଲାଇ ଶେଷ ସୁଦ୍ଧା  ଦାବି ପୂରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos