୩ ବାଳଶ୍ରମିକ ଉଦ୍ଧାର

କଟକ: କଟକ ସିଡବ୍ଲୁସି ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲା ଅରୁଗୁଳୁ ଅଞ୍ଚଳରେ ଚଢ଼ାଉ କରି ୩ ଜଣ ବାଳଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କିଶନନଗର ପୋଲିସ୍ ସହଯୋଗରେ ଚଢ଼ାଉ କରି କଟକ ସିଡବ୍ଲୁସି ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ସେମାନେ ଘର ଛାଡ଼ି ଚାଲି ଯାଇଥିଲେ। କଟକ ଜିଲ୍ଲା ଧରିଣା ଏବଂ ବାର୍ଦା ଗ୍ରାମର ଏହି ତିନି ଜଣ ନାବାଳକ ଗତ ୨୭ ତାରିଖରୁ ଘରୁ […]

child

child

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 05:31 PM IST

Sports

Latest News

କଟକ: କଟକ ସିଡବ୍ଲୁସି ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲା ଅରୁଗୁଳୁ ଅଞ୍ଚଳରେ ଚଢ଼ାଉ କରି ୩ ଜଣ ବାଳଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କିଶନନଗର ପୋଲିସ୍ ସହଯୋଗରେ ଚଢ଼ାଉ କରି କଟକ ସିଡବ୍ଲୁସି ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ସେମାନେ ଘର ଛାଡ଼ି ଚାଲି ଯାଇଥିଲେ। କଟକ ଜିଲ୍ଲା ଧରିଣା ଏବଂ ବାର୍ଦା ଗ୍ରାମର ଏହି ତିନି ଜଣ ନାବାଳକ ଗତ ୨୭ ତାରିଖରୁ ଘରୁ ପଳାଇ ଯାଇଥିଲେ। ଖୋର୍ଦ୍ଧା ଜିଲ୍ଲା ଅରୁଗୁଳୁ ଅଞ୍ଚଳରେ ଥିବା କନସ୍ଟ୍ରକସନ କମ୍ପାନୀରେ ସେମାନେ କାମ କରୁଥିବା ଖବର ପାଇ ସେମାନଙ୍କୁ ଉଦ୍ଧାର କରିଥିଲେ କଟକ ସିଡବ୍ଲୁସି ଅଧିକାରୀମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story