ବୌଦ୍ଧ: ବଜ୍ରପାତରେ ୪ ଗୋରୁ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବନ୍ଧପାଲି ଗାଁରେ ଆଜି ବଜ୍ରପାତରେ ୪ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ଗାଁ ପାଖ ପଡ଼ିଆରେ ଗାଈମାନେ ଚରୁଥିବା ବେଳେ ବଜ୍ରପାତ ହେବାରୁ ଏହି ଗୋରୁଙ୍କର ମୃତ୍ୟୁ ଘଟିଥିଲା। କଣ୍ଟାମାଳରେ ଆଜି ଘୂର୍ଣ୍ଣିଝଡ଼ ସହିତ କୁଆପଥର ମାଡ଼ ମଧ୍ୟ ହୋଇଥିଲା।

cow-died

cow-died

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 03:18 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story