ପୁରୀ: ଆସନ୍ତାକାଲି ପଶ୍ଚିମ ଭାରତ ଯାତ୍ରାରେ ଯିବେ ୬୪ ସେବାୟତ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ସେବାୟତମାନେ ‘ଅନୁଭବ’ ଯାତ୍ରାରେ ପଶ୍ଚିମ ଭାରତର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ। ଏଥିରେ ବିଭିନ୍ନ ନିଯୋଗର ୬୪ଜଣ ସେବାୟତଙ୍କୁ ସାମିଲ କରାଯାଇଛି।  ସେମାନେ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପୁରୀ-ଯୋଦ୍ଧପୁର ଏକ୍ସପ୍ରେସର ଏକ ସ୍ୱତନ୍ତ୍ର ବଗିରେ ସେବାୟତମାନେ ଯାତ୍ରା କରିବେ। ସେମାନେ ପ୍ରଥମେ ମଧ୍ୟପ୍ରଦେଶର ଉଜ୍ଜୟିନୀ […]

shreemandir

shreemandir

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 02:50 PM IST

Sports

Latest News

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ସେବାୟତମାନେ ‘ଅନୁଭବ’ ଯାତ୍ରାରେ ପଶ୍ଚିମ ଭାରତର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ। ଏଥିରେ ବିଭିନ୍ନ ନିଯୋଗର ୬୪ଜଣ ସେବାୟତଙ୍କୁ ସାମିଲ କରାଯାଇଛି।  ସେମାନେ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି।

ପୁରୀ-ଯୋଦ୍ଧପୁର ଏକ୍ସପ୍ରେସର ଏକ ସ୍ୱତନ୍ତ୍ର ବଗିରେ ସେବାୟତମାନେ ଯାତ୍ରା କରିବେ। ସେମାନେ ପ୍ରଥମେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଯିବେ। ସେଠାରେ ପ୍ରସିଦ୍ଧ ଓଁକାରେଶ୍ୱର ଓ ମାମ୍ୱେଲେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବେ ସେବାୟତମାନେ। ତା’ପରେ ସେମାନେ ସିପ୍ରା ନଦୀ କୂଳରେ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବେ। ସେଠାରୁ ସେମାନେ ରାଜସ୍ଥାନର ଜୟପୁର ଓ ଅଜମେର ଆଦି ସ୍ଥାନ ବୁଲିବାକୁ ଯିବେ।  ଗୁଜରାଟରେ ଦ୍ୱାରିକା ଧାମ ସହିତ ରାଜକୋଟର ପ୍ରଭାସ ତୀର୍ଥ, ଭାଲକାତୀର୍ଥରେ ଶ୍ରୀକୃଷ୍ଣଙ୍କ ଶରବିଦ୍ଧ ସ୍ଥାନ, ଅହମଦାବାଦସ୍ଥିତ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ଓ ଅକ୍ଷରଧାମ ମନ୍ଦିର ବୁଲିବାକୁ ଯିବେ ସେବାୟତମାନେ। ଗୁଜରାଟରୁ ସେମାନେ ପୁନେ, ନାସିକ ଯିବେ। ଶରିଡ଼ି ଯାଇ ସାଇ ବାବାଙ୍କୁ ଦର୍ଶନ କରିବେ ସେମାନେ।

ଏହି ‘ଅନୁଭବ’ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରୀମନ୍ଦିର ସେବାୟତମାନେ ଦେଶର ବିଭିନ୍ନ ମନ୍ଦିରର ସେବାପୂଜା ଓ ନୀତିକାନ୍ତିକୁ ଦେଖିବା ସହ ମନ୍ଦିରର ପରିଷ୍କାର ପରିଛନ୍ନତାକୁ ଦେଖିବାର ସୁଯୋଗ ପାଇବେ। ଏହା ସହିତ ଅନ୍ୟ ମନ୍ଦିରଗୁଡ଼ିକର ବ୍ୟବସ୍ଥାକୁ ନେଇ ଶ୍ରୀମନ୍ଦିରରେ କ’ଣ ପରିବର୍ତ୍ତନ କରାଯାଇପାରିବ, ତାହା ଉପରେ ଗୁରୁତ୍ୱାରୋପ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ।

ଏହି ‘ଅନୁଭବ’ ଯାତ୍ରା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୃତୀୟ ଥର ପାଇଁ କରାଯାଉଛି ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story